ଅବିଦ୍ୟା ଜୀବନଂ ଶୂନ୍ୟଂ ଦିକ୍ ଶୂନ୍ୟ। ହୀନ ବାନ୍ଧବାଃ
ପୁତ୍ରହୀନଂ ଗୃହଂ ଶୂନ୍ୟଂ ସର୍ବଶୂନ୍ୟା ଦରିଦ୍ରତା | ୫ |
ବିଦ୍ୟାହୀନ ଲୋକର ଜୀବନ, ବନ୍ଧୁବାନ୍ଧବ ହୀନ ଲୋକର ସମସ୍ତ ଦିଗ ଓ ପୁତ୍ର ନଥିବା ଲୋକର ଗୃହ ଶୂନ୍ୟ ବୋଲି ଗୃହୀତ ହୁଏ । ଏସବୁ କିଛି ନଥିବା ଲୋକ ପକ୍ଷରେ ସଂସାର ଶୂନ୍ୟ ବୋଲି ମନେହୁଏ । ସର୍ବବିଧ ଶୂନ୍ୟତାକୁ ଦାରିଦ୍ର୍ୟ କୁହାଯାଏ ।