ଅସ୍ତି ପୁତ୍ରୋ ବଣେଯସ୍ୟା ହୃତ୍ୟୋ ଭାର୍ଯ୍ୟା ତଥୈବ ଚ
ଅଭାବେ ସତି ସନ୍ତୋଷଃ ସ୍ବର୍ଗ ସ୍ଥୋଽସୌ ମହୀତଳେ ।୪।
ଯାହାର ପୁତ୍ର, ଭୃତ୍ୟ ଓ ପତ୍ନୀ ବଶାଭୂତ ଥାଆନ୍ତି, ଧନହୀନ ହୋଇ ମଧ୍ଯ ଯେ ସନ୍ତୋଷରେ ଥାଏ, ଏ ସଂସାରରେ ତା’ର ଗୃହକୁ ସ୍ୱର୍ଗ ସହିତ ତୁଳନା କରାଯାଏ ଏବଂ ସେ ଏହି ପୃଥିବୀରେ ଥିଲେ ମଧ୍ୟ ସ୍ଵର୍ଗସୁଖ ଲାଭ କରିଥାଏ ।