ଅର୍ଥନାଶଂ ମନସ୍ଥାପଂ ଗୃହେ ଦୁଶ୍ଚରିତାନି ଚ
ବଞ୍ଚନଂ ଚାପମାନଂ ଚ ମତିମାନ୍ ନ ପ୍ରକାଣୟେତ୍ | ୩ |
ବିଜ୍ଞଲୋକେ କେବେହେଲେ ଆପଣାର ଅର୍ଥହାନି, ମନର ଦୁଃଖ ଗୃହଛିଦ୍ର, ପ୍ରତାରଣା ଓ ଅପମାନ କଥା କାହାରି ଆଗରେ ପ୍ରକାଶ କରିନ୍ତି ନାହିଁ । କାରଣ ଏସବୁ କଥା ପ୍ରକାଶ ପାଇଲେ ଅନ୍ୟ ସମ୍ମୁଖରେ ନିଜକୁ ନିନ୍ଦିତ ଓ ଉପହସିତ ହେବାରେ ଆଶଙ୍କା ରହିଛି ।